Skip to main content
CTN Fact avatar

CTN Fact

@ctnfact

35

Tellijad

Advertisement
PostWhatsAppReddit
Advertisement

vaatamised

5,155

Videod

6

API

35

40

5
Advertisement

YouTube tellijate loendur otse

Loading Advanced Analytics...

Advertisement

CTN Fact

ଦର୍ଶକ ବନ୍ଧୁ,

ସମସ୍ତଙ୍କୁ ମୋର ପ୍ରଣାମ। ମୁଁ ଚୈତନ୍ୟ ମାର୍ଣ୍ଡି । +୨ ବିଜ୍ଞାନ (ଦ୍ଵିତୀୟ ବର୍ଷ)ରେ ପଢେ। କେନ୍ଦୁଝର, ଓଡ଼ିଶା।

🎞️ପ୍ରସଙ୍ଗ (Content)-

ଏହି ଚ୍ୟାନେଲରେ ସବୁ ପ୍ରକାର ତଥ୍ୟ ସମ୍ବନ୍ଧୀୟ (facts related) ଭିଡିଓ 🎬ଆସେ। ସେଥିରେ ମୁଖ୍ୟ....

୧. ତଥ୍ଯ

(Facts)

୨. ମହାକାଶ, ବିଜ୍ଞାନ ଓ ବୈଷୟିକ ଜ୍ଞାନ

(Space, Science & Technology)

୩. ବର୍ତ୍ତମାନ ବିଷୟ ଓ ଚର୍ଚ୍ଚିତ ସମ୍ବାଦ

(Current affairs & Trending News)

୪. ପ୍ରେରଣାଦାୟକ

(Motivational & Inspirational)

୫. ବାଣିଜ୍ୟ ଓ ଆର୍ଥିକ ସମ୍ବନ୍ଧୀୟ

(Business & Financial)

🔎 ତଥ୍ୟ ସଂଗ୍ରହ - ମୁଁ ନିଜେ (fact collection)

📋 ଲେଖା - ମୁଁ ନିଜେ (script)

🎤 ସ୍ୱର - ମୁଁ ନିଜେ (voice)

📱ଏଡ଼ିଟିଂ -ମୁଁ ନିଜେ (editing)

*🥺Guys, ମୁଁ ହଷ୍ଟେଲରେ ରହି ପାଠ ପଡୁଥିବାରୁ ଆଉ ଏଇ ବର୍ଷ ପରୀକ୍ଷାଥିବାରୁ ଆପଣଙ୍କ ମନ ପସନ୍ଦର ଭିଡିଓ ବନେଇ ପାରୁନାହିଁ। ଭିଡିଓ ଆସିବାପାଇଁ ୩-୪ ଦିନ ଲାଗିପାରେ। ଏଥିପାଇଁ ମୁଁ ଦୁଃଖିତ।

" ମୋର ପ୍ରତ୍ୟେକ ଭିଡିଓକୁ LIKE👍, SHARE↪️ ଆଉ ଚ୍ୟାନେଲକୁ SUBSCRIBE 🔴କରନ୍ତୁ ନାହିଁ ।

-ଧନ୍ୟବାଦ-

I Love You All❤️

Advertisement

Embed

Jälgi YouTube tellijaid, vaatamisi, loojate võrdlusi ja eesmärke reaalajas.

Videod

ପଶୁ ପକ୍ଷୀମାନଙ୍କୁ ୟେ ଦୁନିଆ କେମିତି ଦେଖାଯାଏ 😱 ? ଭାଗ - ୧ ।

Uploaded

2,209

vaatamised

91

Likes

7

Comments

Advertisement

About RealtimeSubCount.com

Jälgi YouTube tellijaid, vaatamisi, loojate võrdlusi ja eesmärke reaalajas.

FAQ